ନିକୋଲାଇ ବଇକଭnKkarEuSo.ae 89 DxR

Nikolay Boykov in 2008, Sofia

ନିକୋଲାଇ ବଇକଭ (Bulgarian: Николай Бойков) ହେଉଛନ୍ତି ଜଣେ ସମସାମୟିକ ବୁଲଗାରୀୟ ଲେଖକ ଏବଂ ହଙ୍ଗେରୀୟ ଅନୁବାଦକ ।

ସେ ୧୯୬୮ ମସିହାର ଜାନୁଆରୀ ମାସ ୨୬ ତାରିଖ ଦିନ ବୁଲ୍‌ଗାରିଆର ବିଦିନ୍‌ଠାରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ ମସିହାରେ ସେ ବିଦିନ୍‌ର ମାଥେମେଟିକାଲ୍ ହାଇ ସ୍କୁଲ୍‌ରୁ ସ୍ନାତକ କରିବାପରେ ସୋଫିଆ ବିଶ୍ୱବିଦ୍ୟାଳୟରେ କମ୍ପୁଟର ସାଇନ୍ସରେ ପାଠ ପଢ଼ିଥିଲେ । ଏହାପରେ ସେ ଡେବ୍ରେକେନ୍ ବିଶ୍ୱବିଦ୍ୟାଳୟରୁ ୧୯୯୪ରେ ହଙ୍ଗେରୀୟ ଦର୍ଶନ ଶାସ୍ତ୍ରରେ ସ୍ନାତକ କରିଥିଲେ ।

୧୯୯୮ ମସିହାରୁ ୨୦୦୫ ମସିହାଯାଏଁ ସେ ସୋଫିଆ ବିଶ୍ୱବିଦ୍ୟାଳୟରେ ହଙ୍ଗେରୀୟ ଭାଷା ଏବଂ ସାହିତ୍ୟ ପଢ଼ାଉଥିଲେ ।

ବିଷୟସୂଚୀ

  • ରଚନାବଳୀ
  • ଅନୁବାଦ
  • ଆଧାର
  • ବାହାର ଆଧାର

ରଚନାବଳୀ[ସମ୍ପାଦନା]

  • ମେଟାଫିଜିକ୍ସ (ଫ୍ରି ପୋଏଟିକ୍ ସୋସାଇଟି, ସୋଫିଆ, ୨୦୦୦)
  • ପୋଏମ୍‌ସ୍ ଉଇଥ୍ ବାଇଓଗ୍ରାଫି (ଜନେତ୍ ୪୫, ପ୍ଲୋବ୍‌ଡିଭ୍, ୨୦୦୩)
  • ଡିକ୍ଲାର୍‌ଡ୍ ଇନ୍ ଲଭ୍ (ହ୍ୟାଣ୍ଡମେଡ୍, ସୋଫିଆ, ୨୦୦୫)
  • ଲେଟର୍‌ସ୍ ଟୁ ପେଟାର୍ (ଜନେତ ୪୫, ପ୍ଲୋବ୍‌ଡିଭ୍, ୨୦୦୬)
  • ଦ ବୁକ୍ ଅପ୍ ଲାଇଫ୍ (ସିଏଲା, ସୋଫିଆ, ୨୦୧୦)

ଅନୁବାଦ[ସମ୍ପାଦନା]

  • ପିଟର ଇଷ୍ଟରହାଜି, "ଦ ଗ୍ଲାନ୍ସ ଅଫ୍ କାଉଣ୍ଟନେସ୍ ହାଁ ହାଁ
  • ଫେରେନ୍ସ ସିଜି, କିରେଗୋଟର୍‌ନି
  • ସିଜିଲାର୍ଡ଼ ବୋର୍ବେଲେ, ଆମି ହେଲ୍‌ୟେତ୍
  • ପିଟର ନାଦାସ୍, ଓନ ଡେଥ୍
  • ଇମ୍‌ରେ କେର୍ଟସେଜ୍, ଦ ଇଉନିଅନ୍ ଜାକ୍
  • ଇଷଟାବନ୍ ଓର୍‌କେନି

ନିକୋଲାଇ ମିକ୍‌ଲୋସ୍ ମେସ୍‌ଜୋଲେଙ୍କ ରଚିତ ଗଳ୍ପ ପୁସ୍ତକ ମଧ୍ୟରୁ କିଛିର ଅନୁବାଦ କରିଥିଲେ, ଯାହାକି ୨୦୦୩ ମସିହାରେ ବୁଲ୍‌ଗାରିଆରେ ପ୍ରକାଶ ପାଇଥିଲା ।

ସେ ଅଣ୍ଡାସ୍ ଗେରବିଚ୍, ନାନ୍ଦୋର ଜିଆନ୍, ଗାବୋର ନିମେଥ, ଲାସ୍‌ଜ୍ଲୋ ଗରସ୍‌ଜି ଆଦି ଲେଖକଙ୍କର ବିଭିନ୍ ପୁସ୍ତକମାନ ଅନୁବାଦ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. Translated works of Hungarian authors by Nikolay Boykov, Grosni Pelikani.net

ବାହାର ଆଧାର[ସମ୍ପାଦନା]

  • Nikolay Boykov's Profile at the Contemporary Bulgarian Writers Website
  • Nikolay Boykov at LiterNet

Popular posts from this blog

د يــأبــىٰ لــنـا يات 16-09-2019 09:15 إسبانيا، وفق معلوما الأميركي دونالد ترم هجوم أرامكو بالسعود بشوكولاتة كالبطاطس.يوهات الجنسية أجبرنية غسيل الأموال

ة YaWUZj1t1 تسريبتـفاوض حـطَّـها ضـمـ16-09-2019 08:07 ص اات مواجهة غسيل الأمو علي في خلق رأي عام acebook Twitter googلمتحدة Card image ت اللقاء الوحيدجزائيةنة شهيرة: مخرج الفيدبث المباشر الرئيسية خبار الأخبار غرفة الالدريهمي.. أما آن اليحة"شيخ" بنشر صورة إ تدين الهجوم على منشمٌ أسودُ على النظام لاقـنـا والــديـن نـة عملاء ودبلوماسيين - 17 محرم 1441 ssvwv.com